ମହିଳା ହୋମ୍‌ଗାର୍ଡଙ୍କ ନାଁରେ ଅଭିଯୋଗ ।

ମହିଳା ହୋମ୍‌ଗାର୍ଡଙ୍କ ନାଁରେ ଅଭିଯୋଗ ।

ମହିଳା ହୋମ୍‌ଗାର୍ଡଙ୍କ ନାଁରେ ଅଭିଯୋଗ ।
ପୁଣି ଖାକିରେ କଳଙ୍କର । କିଛି ଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧିକାରୀ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ଗର୍ଭପାତ କରାଇବା ଅଭିଯୋଗରେ ନିଲମ୍ବିତ ହେବା ପରେ ଏବେ ଜଣେ ମହିଳା ହୋମଗାର୍ଡଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ହୋମଗାର୍ଡଜଣକ ଜଣେ ଯୁବତୀଙ୍କୁ ୪ ବର୍ଷ ହେଲା ଅପହରଣ କରି ନିର୍ଯାତନା ଦେବା ସହ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ ଆସିଥିବା ବେଳେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା।