ମାଡି ଆସିବ ଦେଢ ମିଟର ଉଚ୍ଚ ଜୁଆର

ମାଡି ଆସିବ ଦେଢ ମିଟର ଉଚ୍ଚ ଜୁଆର

ମାଡି ଆସିବ ଦେଢ ମିଟର ଉଚ୍ଚ ଜୁଆର
ଭୁବନେଶ୍ୱର:ବାତ୍ୟା ଫୋନି ପ୍ରଭାବରେ ସମୁଦ୍ରରେ ୧.୫ ମିଟର ଜୁଆର ଉଠି ଆସିବ । ଫୋନି ଲ୍ୟାଣ୍ଡଫଲ୍ କରିବା ସମୟରେ ତଳିଆ ଅଂଚଳରେ ପାଣି ପଶିବାର ଅଧିକ ସମ୍ଭାବନା ରହିଛି । ଓଡିଶାର ୪ ଜିଲ୍ଲାର ତଳିଆ ଅଂଚଳ ପାଇଁ ସତର୍କତା ଜାରୀ କରାଯାଇଛି । ଗଞ୍ଜାମ,ଖୋର୍ଦ୍ଧା,ପୁରୀ,ଜଗତସିଂହପୁର ଜିଲ୍ଲା ପାଇଁ ସରକାର ସତର୍କ ସୂଚନା ଦେଇଛନ୍ତି । ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।