ମିଶନ ଶକ୍ତି ଗ୍ରୁପ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ

ମିଶନ ଶକ୍ତି ଗ୍ରୁପ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ

ମିଶନ ଶକ୍ତି ଗ୍ରୁପ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ

ଭୁବନେଶ୍ବର: ମିଶନ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ମିଶନ ଶକ୍ତିକୁ ମିଳୁଥିବାର ଋଣର ପରିମାଣ ବୃଦ୍ଧି କରିଛନ୍ତି।  ଏଣିକି ମିଶନ ଶକ୍ତି ଗୋଷ୍ଠୀକୁ  ବିନା ସୁଧରେ ୫ ଲକ୍ଷ  ପର୍ୟ୍ୟନ୍ତ ଋଣ ଦିଆଯିବ। ପୂର୍ବରୁ ମିଶନ ଶକ୍ତି ଗ୍ରୁପକୁ ୩ ଲକ୍ଷ ଟଙ୍କା ଋଣ ମିଳୁଥିଲା।

ଏହା ଦ୍ବାରା   ମିଶନ ଶକ୍ତିରେ  ଥିବା  ୭୦ ଲକ୍ଷ ମହିଳା ଉପକୃତ ହେବେ ।  ଏପ୍ରିଲ ମାସରୁ ଲାଗୁ ହେବ ନୂଆ ଋଣ ବ୍ୟବସ୍ଥା। ବର୍ତ୍ତମାନ ମିଶନ ଶକ୍ତିକୁ ୧୭ ହଜାର କୋଟିର ଋଣ ଦିଆସରିଛି।