ଯାତ୍ରୀବାହୀ ବସ୍ ଓଲଟି ୧ ମୃତ, ୨୦ ଗୁରୁତର

ଯାତ୍ରୀବାହୀ ବସ୍ ଓଲଟି ୧ ମୃତ, ୨୦ ଗୁରୁତର

ଯାତ୍ରୀବାହୀ ବସ୍ ଓଲଟି ୧ ମୃତ, ୨୦ ଗୁରୁତର
ଟିଟିଲାଗଡ: ଯାତ୍ରୀବାହୀ ବସ୍ ଓଲଟି ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ସିନେ୍ଧକେଲା ଥାନା ତୁରୁକଭଟା ନିକଟରେ ବସଟି ଓଲଟି ପଡିଲା । ଭବାନୀପାଟଣାରୁ ଖରିଆର ଯାତ୍ରୀବାହୀ ବସଟି ଯାଉଥିଲା । ଯିବା ବେଳେ ଏହି ଦୁର୍ଘଟଣାଟି ଘଟିଛି । ବସ୍ ଭିତରୁ ଆହତଙ୍କୁ ଉଦ୍ଧାର ଜାରି ରହିଛି । ଆହୁରୀ ମୃତୁ୍ୟ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡିକାଲଙ୍କୁ ନିଆଯାଇଛି । ଘଟଣାସ୍ଥଳରେ ସୁରକ୍ଷା ବାହାନୀ ପହଂଛି ଉଦ୍ଧାର କାର୍ଯ୍ୟ କରୁଛନ୍ତି । ୨୦ ଜଣ ଗୁରୁତର ଆହତଙ୍କୁ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି ।