ରାଜ୍ୟ ସରକାରଙ୍କୁ ପ୍ରଶଂସା କଲା କେନ୍ଦ୍ରୀୟ ଟିମ

ରାଜ୍ୟ ସରକାରଙ୍କୁ ପ୍ରଶଂସା କଲା କେନ୍ଦ୍ରୀୟ ଟିମ

ରାଜ୍ୟ ସରକାରଙ୍କୁ ପ୍ରଶଂସା କଲା କେନ୍ଦ୍ରୀୟ ଟିମ
ଭୁବନେଶ୍ୱର : ବୈଠକ ପରେ କେନ୍ଦ୍ରୀୟ ଟିମର ମୁଖ୍ୟ ବିବେକ ଭରଦ୍ୱାଜ ସୂଚନା ଦେଇଛନ୍ତି ଯେ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ମଧ୍ୟରେ ଅନେକ ଅଂଚଳ କ୍ଷତିଗ୍ରସ୍ତ ହୋଇଛି । କାହାର ଘରଦ୍ୱାର ଭାଙ୍ଗିଛି , ଆଉ କାହାର ଗଛ ଉପୁଡିଛି ଓ ଅନ୍ୟ କାହାର ପାନ ବରଜ ନଷ୍ଟ ହୋଇଛି । ବାତ୍ୟା ପରେ ରାଜ୍ୟ ସରକାର ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ରିଲିଫ୍, ଖାଦ୍ୟ, ଓ ଟଙ୍କା ଠିକ୍ ସମୟରେ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାର ସମ୍ପୁର୍ଣ୍ଣ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିଛି । ପାୱାର, ନେଟ ୱାର୍କ ଓ ଜୀବିକା ପାଇଁ ମନରେଗାରେ ବ୍ୟବସ୍ଥା କରାଯିବ ବୋଲି କେନ୍ଦୀୟ ଟିମ୍ ପ୍ରତିଶ୍ରୁତି ଦେଇଛନ୍ତି ।