ରାଜ୍ୟରେ ଆଉ ୩୮୩ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୩୮୩ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୩୮୩ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୩୮୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୭୭୫ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୫୨, ଝାରସୁଗୁଡ଼ାରେ ୩୬, ଖୋର୍ଦ୍ଧାରେ ୩୫, ଅନୁଗୁଳରେ ୩୨, କଟକରେ ୨୬, ନୂଆପଡ଼ାରେ ୨୫, ପୁରୀରେ ୨୪, ମୟୂରଭଞ୍ଜରେ ୨୧, ସମ୍ବଲପୁରରେ ୧୮, ବଲାଙ୍ଗୀରରେ ୧୫, ବାଲେଶ୍ୱରରେ ୧୪, କେନ୍ଦ୍ରାପଡ଼ାରେ ୧୩, ଯାଜପୁରରେ ୧୨, ବରଗଡ଼ରେ ୧୦, କେନ୍ଦୁଝରରେ ୧୦, କଳାହାଣ୍ଡିରେ ୭, ଜଗତସିଂହପୁରରେ ୬, ନବରଙ୍ଗପୁରରେ ୪, ଦେବଗଡ଼ରେ ୩, ଗଞ୍ଜାମରେ ୩, ଢେଙ୍କାନାଳରେ ୨, କୋରାପୁଟରେ ୨, ମାଲକାନାଗିରିରେ ୨, ନୟାଗଡ଼ରେ ୧, ରାୟଗଡ଼ାରେ ୧, ସୋନପୁରରେ ୧ ଓ ରାଜ୍ୟ ପୁଲରେ ୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।