ଶନିବାର କ୍ୟାବିନେଟ ବୈଠକ

ଶନିବାର କ୍ୟାବିନେଟ ବୈଠକ

ଭୁବନେଶ୍ୱର : ଆସନ୍ତା ଶନିବାର ସଂଧ୍ୟା ୫ଟା ୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । କ୍ୟାବିନେଟ ବୈଠକରେ ବିଜେଡ଼ି ସରକାରର ଚତୁର୍ଥ ପାଳି ସମାପ୍ତି ନେଇ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ସେହିପରି ‘ଫନି’ ବାତ୍ୟାରେ ଅଧିକ ମାତ୍ରାରେ କ୍ଷତି ହୋଇଥିବା ଅଂଚଳର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ମଧ୍ୟ ରାଜସ୍ୱ ବିଭାଗରୁ ଆସିବ ବୋଲି ଜାଣିବାକୁ ମିଳିଛି ।