ଶପଥ ନେଲେ ସୂଚନା କମିଶନର

ଶପଥ ନେଲେ ସୂଚନା କମିଶନର

ଶପଥ ନେଲେ ସୂଚନା କମିଶନର
ଭୁବନେଶ୍ୱର: ଶୁକ୍ରବାର ଶପଥ ନେଇଛନ୍ତି ସୂଚନା କମିଶନୀ ବାଳକୃଷ୍ଣ ମହାପାତ୍ର । ରାଜଭବନରେ ଶ୍ରୀ ମହାପାତ୍ର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ସୂଚନା କମିଶନର ଶ୍ରୀ ମହାପାତ୍ରଙ୍କୁ ରାଜଭବନରେ ଶପଥ ପାଠ କରାଇଛନ୍ତି । ଏହି ଶପଥ ପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିରୋଧୀ ଦଳ ନେଇ ପ୍ରଦୀପ ନାଏକ ଓ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ