ଶୀତଦିନେକିପରି ନେବେ ଓଠର ଯତ୍ନ

ଶୀତଦିନେକିପରି ନେବେ ଓଠର ଯତ୍ନ

ଶୀତଦିନେକିପରି ନେବେ ଓଠର ଯତ୍ନ

ଶୀତରେ ଓଠ ଫାଟିବା ଶୁଖିଯିବା ସମସ୍ୟା ପ୍ରାୟ ଅଧିକାଂଶଙ୍କର ହୁଏ । ଘରୋଇ ଉପଚାର କରି ଓଠର ଯତ୍ନ ନେଇପାରିବେ । 

- ପ୍ରତି ୨-୩ ଦିନରେ ଥରେ ଓଠକୁ ସ୍କ୍ରବ କରନ୍ତୁ । ପୁରୁଣା ଦାନ୍ତ ଘଷା ବ୍ରଶରେ ଚିନି ଲଗାଇ ଓଠ ଉପରେ ଘଷିଲେ ମୃତକୋଷିକା ବାହାରିଯିବା ।

- ଓଠରେ କୌଣସି କ୍ରିମ  ଲିପିଷ୍ଟିକ  ଲଗାଇବା ପୂର୍ବରୁ ମହୁ ନଚେତ ଖିର ସର  ଲଗାନ୍ତୁ ।

-ରାତିରେ ଶୋଇବା ପୂର୍ବରୁ ଓଠରେ ଘିଅ ଲଗାଇ ଶୋଇବେ ।

- କଞ୍ଚା କ୍ଷୀର ମଧ୍ୟ ଲଗାଇଲେ ଓଠ ଶୁଷ୍କତା ଦୂର ହୁଏ ।