ସିଆରସିଙ୍କୁ ବିଜେପିର ଫେରାଦ

ସିଆରସିଙ୍କୁ ବିଜେପିର ଫେରାଦ

ସିଆରସିଙ୍କୁ ବିଜେପିର ଫେରାଦ
ଭୁବନେଶ୍ୱର: ଏସଆରସିଙ୍କୁ ଫେରାଦ ହୋଇଛି ବିଜେପି । ବିଜେଡି ବିରୋଧରେ ଏସଆରସିଙ୍କୁ ଭେଟି ଫେରାଦ ହୋଇଛି ବିଜେପି । ବାତ୍ୟାରେ ଭାଙ୍ଗିଯାଇଥିବା ଘର ଚିହ୍ନଟ ପାଇଁ ବିଜୁ ଯୁବ ବାହିନୀ ନିଯୁକ୍ତିକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ସେହିପରି ୫ ଲକ୍ଷ ମଧ୍ୟରେ କାମ ବିନା ଟେଣ୍ଡରରେ ହେବାକୁ ମଧ୍ୟ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଉଭୟ ଅଭିଯୋଗ ଉପରେ ପଦକ୍ଷେପ ନେବାକୁ ବିଜେପି ପକ୍ଷରୁ ଏସଆରସିଙ୍କ ଠାରେ ଦାବି କରାଯାଇଛି ।