ସେକ୍ସ ରାକେଟ, ୬ ଗିରଫ

ସେକ୍ସ ରାକେଟ, ୬ ଗିରଫ

ସେକ୍ସ ରାକେଟ, ୬ ଗିରଫ
ରାୟଗଡ଼ା: ଗାୟତ୍ରୀ ନଗର ୩ୟ ଲେନ ଅଞ୍ଚଳରୁ ସେକ୍ସ ରାକେଟ ଠାବ କରାଯାଇଛି । ସେକ୍ସ ରାକେଟ ଚଳାଉଥିବା ଦମ୍ପତିଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ଜେକେ ରୋଡର ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ କରାଯାଇଥିଲା । ଏନେଇ ୨ଜଣ ଯୁବତୀଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଥିଲା । ସେକ୍ସ ରାକେଟ ନେଇ ୨ ଦିନରେ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି ।