ସ୍ଲିମ ହେବାର ସହଜ ଉପାୟ

ସ୍ଲିମ ହେବାର ସହଜ ଉପାୟ

ସ୍ଲିମ ହେବାର ସହଜ ଉପାୟ
ଆପଣଙ୍କ ଓଜନ ବୃଦ୍ଧି ପାଉଥିବାରୁ ଆପଣ ଚିନ୍ତିତ କି? ଚାହିଁଲେ ବି ସହଜରେ ଓଜନ ହ୍ରାସ କରିପାରୁନାହାନ୍ତି । ତେବେ ସ୍ଲିମ ହେବା ପାଇଁ କେତେକ ସହଜ ଉପାୟ ଜାଣନ୍ତୁ । ଘରେ ବସି ଏହିସବୁ ନିଜେ କରିପାରିବେ । 1. ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟିଏ କିମ୍ବା ଦୁଇଟି ଟମାଟୋ ଖାଆନ୍ତୁ । 2. ଏକ ଗ୍ଲାସ ପାଣିରେ ୩ଚାମଚ ଲେମ୍ବୁରସ, ଦୁଇ ଚିମୁଟାଏ ଗୋଲମରିଚ ଗୁଣ୍ଡ ଓ ଏକଚାମଚ ମହୁ ମିଶାଇ ପିଅନ୍ତୁ । 3. ଏକ ଗ୍ଲାସ ପାଣିରେ ଅଦା ଓ ଲେମ୍ବୁ ରସ ମିଶାଇ ଗରମ କରି ପିଅନ୍ତୁ । 4. ଅଙ୍ଗୁର, ଅମୃତଭଣ୍ଡା, ସପୁରୀ, ସେଓ ଓ ବିନସ୍, ଲିଚୁ ଆଦି ଫଳ ଖାଦ୍ୟରେ ସାମିଲ କରନ୍ତୁ । 5. ଅଧିକ ଲୁଣ ଖାଆନ୍ତୁ ନାହିଁ, ଏହା ଆପଣଙ୍କୁ ମୋଟା କରାଇଦେବ । 6. ଭାତ ଓ ଆଳୁ ଅଧିକ ଖାଆନ୍ତୁ ନାହିଁ । ଯେତେ ସମ୍ଭବ କମ ଭାତ