ହାଇକୋର୍ଟ ଯିବେ ସେବାୟତ

ହାଇକୋର୍ଟ ଯିବେ ସେବାୟତ

ହାଇକୋର୍ଟ ଯିବେ ସେବାୟତ
ମନ୍ଦିର ପ୍ରଶାସନ କହିଥିଲା ୫ ଜଣ ଲୋକରୁ ଅଧିକ ଦମାଗମ ନ ହେବା ପାଇଁ ନିର୍ଦ୍ଦେଶ ରହିଛି । ତେବେ ଲିଙ୍ଗରାଜ ମନ୍ଦିରରେ ୫ ରୁ ଅଧିକ ସେବାୟତଙ୍କୁ ରଖି କିପରି ନୀତି କରାଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ସେବାୟତ । ସରକାରଙ୍କ ଆଦେଶକୁ ଅବମାନନା କରି ମନ୍ଦିରରେ ନୀତି କରାଯିବ ଓ ମହାରଣାଙ୍କୁ କାମ କରାଇବା ନେଇ ହାଇକୋର୍ଟର ଦ୍ୱାରସ୍ଥ ହେବୁ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି ।