ହୃଦଘାତରେ ପୋଲିସ ହାବିଲଦାର ମୃତ

ହୃଦଘାତରେ ପୋଲିସ ହାବିଲଦାର ମୃତ

ହୃଦଘାତରେ ପୋଲିସ ହାବିଲଦାର ମୃତ
ଭୁବନ( ସଞ୍ଜୟ କୁମାର ନାୟକ) – ଭୁବନ ଥାନା ଭୂଷଳ ପଚାଂୟତ ବ୍ରାହ୍ମଣ ସାହିର ଦୁର୍ଯୋଧନ ପଣ୍ଡା (୫୯)ଙ୍କର ହୃଦଘାତରେ ମୃତ ହୋଇଯାଇଛି । ସେ ଢେଙ୍କାନାଳ ରିର୍ଜଭ ପୋଲିସରେ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଦୁଇପୁତ୍ର ଅଛନ୍ତି । ପୋଲିସ ଶବବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।