୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ

୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ

୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ
ଭୁବନେଶ୍ୱର:ରାଜ୍ୟ ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ମଂଜୁରୀ ମିଳିଛି । ପ୍ରାୟ ୧ ଲକ୍ଷ ୭୦ ହଜାର କୋଟିର ବଜେଟକୁ ମଂଜୁରୀ ମିଳିଥିବା ସୂଚନା ମିଳିଛି । ଆସନ୍ତା ୨୨ରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ । ପୂର୍ବ ବର୍ଷ ୧ ଲକ୍ଷ ୫୦ ହଜାର କୋଟ ଟଙ୍କାର ବଜେଟ ଥିଲା ।