୨୨ ଯାଏ ତାତି ବଢିବ : ଏସଆରସି

୨୨ ଯାଏ ତାତି ବଢିବ : ଏସଆରସି

୨୨ ଯାଏ ତାତି ବଢିବ : ଏସଆରସି
ଭୁବନେଶ୍ୱର : ଆସନ୍ତା ୨୨ ତାରିଖ ଯାଏ ରାଜ୍ୟରେ ଅଧିକ ଗ୍ରୀଷ୍ମ ପ୍ରଭାବ ରହିବ ବୋଲି ଆଜି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ପଶ୍ଚିମ ଓଡିଶାର କିଛି ଜିଲ୍ଳାରେ ତାପମାତ୍ରା ବଢିବାକୁ ଲାଗିଛି । ଅଂଶୁଘାତଜନିତ ମୃତୁ୍ୟ ଖବର ବର୍ତମାନ ସୁଦ୍ଧା ଆସିନି ବୋଲି ଏସଆରସି କହିଛନ୍ତି । ଜଳଛତ୍ର ସହ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ବର୍ତମାନ ବାତ୍ୟା ଫୋନିର କ୍ଷୟକ୍ଷତି ଆକଳନ ଚାଲିଛି । ମେ ଶେଷ ସୁଦ୍ଧା ବାତ୍ୟାର କ୍ଷୟକ୍ଷତି ଦାବିପତ୍ର କେନ୍ଦ୍ରକୁ ଦିଆଯିବ ବୋଲି ଏସଆରସି କହିଛନ୍ତି ।