ଅବସର ନେଲେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନେ୍ଦାପାଧ୍ୟୟ

ଅବସର ନେଲେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନେ୍ଦାପାଧ୍ୟୟ

ଅବସର ନେଲେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନେ୍ଦାପାଧ୍ୟୟ
ଭୁବନେଶ୍ୱର: ବିବାଦ ଭିତରେ ଆଲାପନ ବନେ୍ଦାପାଧ୍ୟୟ ଅବସର ଗ୍ରହଣ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି । ୩ ମାସା ବର୍ଦ୍ଧିତ କାର୍ଯ୍ୟକାଳ ସତ୍ୱେ ଅବସର ନେଇଛନ୍ତି । ଆଲାପନଙ୍କୁ ୩ ବର୍ଷ ପାଇଁ ମୁଖ୍ୟ ପରାମର୍ଶଦାତା ନିଯୁକ୍ତି ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଲାପନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକକୁ ଆସିନଥିବାରୁ ନୋଟିସ ହୋଇଥିଲା । କାଲିଠାରୁ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।