କଂଗ୍ରେସର ଜିଲ୍ଲା ସଭାପତି ନିଯୁକ୍ତି, ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲେ ସଭାପତି

କଂଗ୍ରେସର ଜିଲ୍ଲା ସଭାପତି ନିଯୁକ୍ତି, ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲେ ସଭାପତି

ଭୁବନେଶ୍ବର : ରାଜ୍ୟ କଂଗ୍ରେସର ୩୩ଟି ସାଙ୍ଗଠନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତି ହୋଇଛି । ଜାଣନ୍ତୁ କେଉଁ ଜିଲ୍ଳା ପାଇଁ କାହାକୁ ସଭାପତି ଦାୟିତ୍ବ ଦିଆଯାଇଛି । ଅନୁଗୁଳୁ ପାଇଁ ବିପ୍ଳବ ଜେନା, ବଲାଙ୍ଗିର – ଦିଲ୍ଲୀପବେହେରା, ବରଗଡ – ନିହାର ମହାନନ୍ଦ, ବାଲେଶ୍ବର –ସଞ୍ଜୀବ ଗିରି, ଭଦ୍ରକ- ସୁବ୍ରତ ଦାସ, ଭୁବନେଶ୍ବର- ବିଶ୍ବଜିତ୍‌ ଦାଶ, ବୌଦ୍ଧ – ନବକିଶୋର ମିଶ୍ର, କଟକ- ମାନସ ଚୌଧୁରୀ, କଟକ ସିଟି- ଗିରିବାଳା ବେହେରା, ଦେବଗଡ – ଉମାଶଙ୍କର ସାହୁ, ଢେଙ୍କାନାଳ – ସରୋଜ ପଟ୍ଟନାୟକ, ଗଞ୍ଜାମ- ରମେଶ ଜେନା , ଗଜପତି- ଦାଶର୍ଥୀ ଗମାଙ୍ଗୋ, ଜଗତସିଂହପୁର – ନଟବର ବାରିକ, ଯାଜପୁର – ମନୋଜ ରାଉତ, ଝାରସୁଗୁଡା – ଭରତ ଅଓ୍ବସ୍ତି, କନ୍ଧମାଳ – ଅନାମ ନାୟକ, କେନ୍ଦ୍ରାପଡା – ଅଂଶୁମାନ ମହାନ୍ତି, କେନ୍ଦୁଝର – ବିପ୍ଳବ ମିଶ୍ର, ଖୋର୍ଦ୍ଧା – ସୁରେଶ ରାଉତରାୟ, କୋରାପୁଟ – ମୀନାକ୍ଷୀ ବାହିନୀପତି, ମୟୂରଭଞ୍ଜ- ହେମନ୍ତ ଦାସ, ମାଲକାନଗିରି- ଗୋବିନ୍ଦ ପାତ୍ର, ନବରଙ୍ଗପୁର – ମନୋରଞ୍ଜନ ତ୍ରିପାଠୀ, ନୟାଗଡ – ରଣଜିତ ଦାସ, ନୂଆପଡା – ଘାସିରାମ ମାଝୀ, ପୁରୀ – ଅଜିତ ମଙ୍ଗରାଜ, ରାଉରକେଲା – ଜର୍ଜ ତିର୍କୀ, ରାୟଗଡା – ଦୁର୍ଗା ପ୍ରସାଦ ପଣ୍ଡା, ସମ୍ବଲପୁର – ଅଶ୍ବିନୀ ଗୁରୁ, ସୁବଣ୍ଣପୁର – ଗୌରୀ ଶ୍ୟାମ ପଣ୍ଡା, ସୁନ୍ଦରଗଡ – ବେଣୁ ମାଧବ ତ୍ରିପାଠୀ, କଳାହାଣ୍ଡି- ଭରତ ଭୂଷଣ ବେମାଲ ।