କରୋନାରୁ ଆଉ ୧୩୬ ଆକ୍ରାନ୍ତ ସୁସ୍ଥ

କରୋନାରୁ ଆଉ ୧୩୬ ଆକ୍ରାନ୍ତ ସୁସ୍ଥ

କରୋନାରୁ ଆଉ ୧୩୬ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୨୩୯ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସମ୍ବଲପୁରରେ ୧୯, ସୁନ୍ଦରଗଡ଼ରେ ୧୪, ବରଗଡ଼ରେ ୧୩, ବାଲେଶ୍ୱରରେ ୧୦, ଝାରସୁଗୁଡ଼ାରେ ୯, ଖୋର୍ଦ୍ଧାରେ ୮, କଟକରେ ୭, ଯାଜପୁରରେ ୬, କେନ୍ଦୁଝରରେ ୫, ନୂଆପଡ଼ାରେ ୫, ଅନୁଗୁଳରେ ୩, ବଲାଙ୍ଗୀରରେ ୩, ଗଜପତିରେ ୩, ଜଗତସିଂହପୁରରେ ୩, କୋରାପୁଟରେ ୩, ବୌଦ୍ଧରେ ୨, କଳାହାଣ୍ଡିରେ ୨, ରାୟଗଡ଼ାରେ ୨, ଭଦ୍ରକ, ଦେବଗଡ଼, କନ୍ଧମାଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼ରେ ଜଣେ ଲେଖାଏଁ ଓ ରାଜ୍ୟ ପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି ।