ଦୁର୍ଘଟଣାରେ ୫ ମୃତ, ୩୦ ଆହତ

ଦୁର୍ଘଟଣାରେ ୫ ମୃତ, ୩୦ ଆହତ

ଦୁର୍ଘଟଣାରେ ୫ ମୃତ, ୩୦  ଆହତ
ଉନ୍ନାଓ: ଟ୍ରାକ୍ଟର ଟ୍ରଲି ଉପରେ ମାଡିଗଲା ବସ । ଏହି ଭଳି ଅଭାବନୀୟ ଘଟଣା ଘଟିଛି ଲକ୍ଷୌ-ଆଗ୍ରା ଏକ୍ସପ୍ରେସୱେଠାରେ । ଘଟଣାରୁ ଜଣାପଡୁଛି ଏହି ଟ୍ରାକ୍ଟର ଟ୍ରଲିରେ ୪୦ ରୁ ଉଦ୍ଧ୍ୱର୍ ବ୍ୟକ୍ତି ଯାଉଥିଲେ ।ହଠାତ ଟ୍ରାକ୍ଟର ଟ୍ରଲି ଉପରକୁ ମାଡିଯାଇଥିଲା ବସ ସେଥିରୁ ୫ ଜଣଙ୍କର ମୃତୁ୍ୟ ହୋଉଥିବାବେଳେ ୩୦ ଜଣ ଆହତ ହୋଇଥିଲେ ।