ପର୍ଯ୍ୟଟନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ: ଧର୍ମେନ୍ଦ୍ର

ପର୍ଯ୍ୟଟନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ: ଧର୍ମେନ୍ଦ୍ର

ପର୍ଯ୍ୟଟନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ: ଧର୍ମେନ୍ଦ୍ର
ପୁରୀ: ବ୍ୟାଙ୍କର୍ସ, ହୋଟେଲ ଇଣ୍ଡଷ୍ଟ୍ରି, ରାଇସ ମିଲର୍ସଙ୍କୁ ନେଇ ଏକ ବୈଠକ ହୋଇଛି । ବୈଠକ ପରେ ପେଟ୍ରାଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବାତ୍ୟା ଫନି କ୍ଷତିର ଭରଣା ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଜଣାଇବୁ । କମ ସୁଧରେ କିପରି ଋଣ ପାଇହେବ ତାର ବ୍ୟବସ୍ଥା କରିବାକୁ କହିବୁ । ଆହୁରି ମଧ୍ୟ କହିଛନ୍ତି ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ।