ଭଲ ଖବର : ଆଜି ରାଜ୍ୟରୁ ୫୨୩ ଆକ୍ରାନ୍ତ ସୁସ୍ଥ

ଭଲ ଖବର : ଆଜି ରାଜ୍ୟରୁ ୫୨୩ ଆକ୍ରାନ୍ତ ସୁସ୍ଥ

ଭଲ ଖବର : ଆଜି ରାଜ୍ୟରୁ ୫୨୩ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୫୨୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ବଲାଙ୍ଗୀରରୁ ସର୍ବାଧିକ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତିତ ମୟୁରଭଞ୍ଜରୁ ୫୨, ଖୋର୍ଦ୍ଧାରୁ ୫୧, ସୁନ୍ଦରଗଡରୁ ୪୭, କଟକରୁ ୪୫, ଅନୁଗୁଳରୁ ୩୨, ଯାଜପୁରରୁ ୨୯, ବାଲେଶ୍ୱରରୁ ୨୬, ବରଗଡରୁ ୨୪, ନୂଆପଡାରୁ ୨୪, ଜଗତସିଂହପୁରରୁ ୨୧, ସମ୍ବଲପୁରରୁ ୧୬, କେନ୍ଦ୍ରାପଡାରୁ ୧୪, ପୁରୀରୁ ୧୩, ଗଞ୍ଜାମରୁ ୯, କେନ୍ଦୁଝରରୁ ୯, ରାୟଗଡାରୁ ୯, କୋରାପୁଟରୁ ୮, ନୟାଗଡରୁ ୭, ଭଦ୍ରକରୁ ୬, କଳାହାଣ୍ଡିରୁ ୬, ଝାରସୁଗୁଡାରୁ ୩, ମାଲକାନଗିରିରୁ ୩, ଢେଙ୍କାନାଳରୁ ୨, ନବରଙ୍ଗପୁରରୁ ୨, ଦେବଗଡରୁ ୧ ଏବଂ ଷ୍ଟେଟପୁଲରୁ ୯ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଆଜିର ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୯୭୦ରେ ପହଞ୍ଚିଛି ।