ଭଲ ଖବର : କରୋନାରୁ ୫୬ ଜଣ ହେଲେ ସୁସ୍ଥ

ଭଲ ଖବର : କରୋନାରୁ ୫୬ ଜଣ ହେଲେ ସୁସ୍ଥ

ଭଲ ଖବର : କରୋନାରୁ ୫୬ ଜଣ ହେଲେ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୭୦୩ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସମ୍ବଲପୁରରେ ୧୨, ସୁନ୍ଦରଗଡ଼ରେ ୮, କଟକରେ ୪, ଯାଜପୁରରେ ୪, ଝାରସୁଗୁଡ଼ାରେ ୪, କଳାହାଣ୍ଡିରେ ୪, ଖୋର୍ଦ୍ଧାରେ ୪, ବରଗଡ଼ରେ ୩, ବାଲେଶ୍ୱରରେ ୨, କୋରାପୁଟରେ ୨, ପୁରୀରେ ୨ ଓ ରାୟଗଡ଼ାରେ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।