ରାଜ୍ୟରେ ପୁଣି ଜଣକ ମୁଣ୍ଡ ନେଲା କରୋନା

ରାଜ୍ୟରେ ପୁଣି ଜଣକ ମୁଣ୍ଡ ନେଲା କରୋନା

ରାଜ୍ୟରେ ପୁଣି ଜଣକ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଆଜି କେନ୍ଦୁଝରରୁ ଜଣେ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଫଳରେ କରୋନାଜନିତ ମୋଟ ମୃତୁ୍ୟ ସଂଖ୍ୟା ୧୯୧୨କୁ ବୃଦ୍ଧି ପାଇଛି । ପ୍ରକାଶ ଯେ, ରାଜ୍ୟରେ ପୁଣି ୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଲୋକାଲଲ କଣ୍ଟାକ୍ଟ କେସ ୨୪ ବୋଲି ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୨୨କୁ ବୃଦ୍ଧି ପାଇଛି । ଏଥିସହ ଆକ୍ଟିଭ କେସ ୭୨୦ ଥିବାବେଳେ ୩ ଲକ୍ଷ ୩୩ ହଜାର ୬୩୭ଜଣ ସୁସ୍ଥ ହୋଇଛନ୍ତି ।