ଶୌଚାଳୟ ଦୁର୍ନୀତିକୁ ନେଇ ପ୍ରଦୀପ ମାଝୀ ବର୍ଷିଛନ୍ତି

ଶୌଚାଳୟ ଦୁର୍ନୀତିକୁ ନେଇ ପ୍ରଦୀପ ମାଝୀ ବର୍ଷିଛନ୍ତି

ଶୌଚାଳୟ ଦୁର୍ନୀତିକୁ ନେଇ ପ୍ରଦୀପ ମାଝୀ ବର୍ଷିଛନ୍ତି
ଉମରକୋଟ: ଝରିଗାଁ ଶୌଚାଳୟ ଦୁର୍ନୀତିକୁ ନେଇ କଂଗ୍ରେସ ନେତା ପ୍ରଦୀପ ମାଝୀ ବର୍ଷିଛନ୍ତି । ଶୌଚାଳୟ ଦୁର୍ନୀତିରେ ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧିଙ୍କ ସମ୍ପୃକ୍ତି ଥିବା ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ସାଂସଦ ପ୍ରତିନିଧିଙ୍କ ସମେତ ୩ ଜଣ ଠିକାଦାର ମଧ୍ୟ ଏହି ଦୁର୍ନୀତିରେ ସାମିଲ ଥିବା ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ବିଡିଓଙ୍କୁ ଧମକଚମକ ଦେଇ ବ୍ୟାପକ ଦୁର୍ନୀତି କରାଯାଇଥିବା ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ତେବେ ଏହାର ପ୍ରତିବାଦରେ ଆସନ୍ତାକାଲି ପପଡ଼ାହାଣ୍ଡିରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ସମାବେଶ କରାଯିବ ବୋଲି ପ୍ରଦୀପ ମାଝୀ କହିଛନ୍ତି ।