ସଡକ ଦୁର୍ଘଟଣାରେ ଶିଶୁର ମୃତ୍ୟୁ

ସଡକ ଦୁର୍ଘଟଣାରେ ଶିଶୁର ମୃତ୍ୟୁ

ସଡକ ଦୁର୍ଘଟଣାରେ ଶିଶୁର ମୃତ୍ୟୁ
ପାରାଦ୍ୱୀପ: କଟକ-ପାରାଦୀପ ରାସ୍ତାର ଖଣ୍ଡତରି ନିକଟରେ ବୁଧବାର ଏକ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ ପରିବାରକୁ ନେଇ ଯାଉଥିବା ବୋଲେରୋ ଛିଡା ହୋଇଥିବା ଟ୍ରେଲର ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୪ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ୮ ବର୍ଷର ଶିଶୁ ପୁତ୍ର ବୋଲି ଜଣାପଡିଥିବା ବେଳେ ଗୁରୁତର ୪ ଜଣଙ୍କର ମଧ୍ୟରେ ପରିବାରର ୩ ସଦସ୍ୟ ଓ ଚାଳକ ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡ଼ିଛି।