ସମସ୍ତ କୋଭିଡ୍ କେୟାର ସେଣ୍ଟର ବନ୍ଦ ହେବ
ସମସ୍ତ କୋଭିଡ୍ କେୟାର ସେଣ୍ଟର ବନ୍ଦ ହେବ
ଆସନ୍ତା ୨୮ ରୁ ଭୁବନେଶ୍ୱର ରେ ଥିବା ସମସ୍ତ କୋଭିଡ୍ କେୟାର ସେଣ୍ଟର ବନ୍ଦ ହେବ || ଚଳିତ ମାସ ଫେବୃଆରୀ ଠାରୁ କରୋନା ସଂକ୍ରମଣ କମିଛି || ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଏହି ପଦକ୍ଷେପ ନେଇଛି। ସେହି ଅନୁସାରେ ଭୁବନେଶ୍ୱରରେ ରେ ଥିବା ସମସ୍ତ କୋଭିଡ ହସ୍ପିଟାଲ ଗୁଡିକୁ ଯଥା ହାଇଟେକ ଓ କିମ୍ସ ମେଡିକାଲ୍କୁ ବନ୍ଦ ପାଇଁ ନୋଟିସ୍ ଦେଇଛି ବିଏମ୍ସି || ଅଶ୍ୱିନୀରେ ଓ ସମରେ ସଂଖ୍ୟା ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ ହସ୍ପିଟାଲରେ ୭୦ ଓ ଅଶ୍ୱିନୀରେ ୩୦ କୋଭିଡ୍ ଶଯ୍ୟା ରହିବ || କୋଭିଡ୍ ସ୍ଥିତିରେ ସୁଧୁରୁଥିବାରୁ ଭୁବନେଶ୍ୱର ମହାନଗର ନିଗମରେ ଥିବା ସମସ୍ତ କୋଭିଡ୍ କେୟାର ସେଣ୍ଟର୨୮ ତାରିଖରୁ ବନ୍ଦ ହେବ ||