୧୨ଟି ଜିଲ୍ଲାରେ ବର୍ଷିବ ଆଜି

୧୨ଟି ଜିଲ୍ଲାରେ ବର୍ଷିବ ଆଜି

୧୨ଟି ଜିଲ୍ଲାରେ ବର୍ଷିବ ଆଜି
ଭୁବନେଶ୍ବର: ରାଜ୍ୟର ୧୨ଟି ଜିଲ୍ଲାରେ ବର୍ଷା ଲାଗି ରହିିବ। ଏଥିସହ ଘଡ଼ଘଡ଼ି ବି ମାରିବ। ଏଥିପାଇଁ ଦିନ ୧୦ଟା ୪୫ ଯାଏ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ନୟାଗଡ଼। ସୂଚନାଯୋଗ୍ୟ, ଗତକାଲି ରାତିଠୁ ରାଜ୍ୟରେ ବର୍ଷା ଲାଗି ରହିଛି। ଆଜି ସକାଳୁ ଟୁଇନ ସିଟି ସମେତ ଖୋର୍ଦ୍ଧା ନୟାଗଡ଼ ସହରରେ ବର୍ଷା ଲାଗି ରହିଛି।