୧ ଲକ୍ଷ ୪ ହଜାର ଟପିଲା କରୋନା ଜନିତ ମୃତୁ୍ୟ ସଂଖ୍ୟା, କେଉଁ ରାଜ୍ୟରେ କେତେ
୧ ଲକ୍ଷ ୪ ହଜାର ଟପିଲା କରୋନା ଜନିତ ମୃତୁ୍ୟ ସଂଖ୍ୟା, କେଉଁ ରାଜ୍ୟରେ କେତେ
admin
Oct 7, 2020 - 06:11
Updated: Oct 7, 2020 - 06:11
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ସହ ମୃତୁ୍ୟ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୯୮୬ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ଏଥିସହ ମୋଟ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୪ ହଜାର ୫୫୫କୁ ବୃଦ୍ଧି ପାଇଛି । ଦେଶରେ ଏବେ ୯ ଲକ୍ଷ ୭ ହଜାର ୮୮୩ ଜଣ ସକ୍ରିୟ ରୋଗୀ ଥିବାବେଳେ ୫୭ ଲକ୍ଷ ୪୪ ହଜାର ୬୯୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେଉଁ ରାଜ୍ୟରେ କେତେ ଜଣଙ୍କ ମୃତୁ୍ୟ ହୋଇଛି ତାହାର ସାରାଣୀ ନିମ୍ନରେ ପ୍ରଦାନ କରାଗଲା ।
ଆନ୍ଧ୍ରପ୍ରଦେଶ : ୬୦୫୨
ଆସାମ : ୭୭୮
ବିହାର : ୯୨୫
ଛତିଶଗଡ଼ : ୧୧୦୪
ଦିଲ୍ଲୀ : ୫୫୮୧
ଗୋଆ : ୪୬୮
ଗୁଜୁରାଟ : ୩୫୧୯
ହରିୟାଣା : ୧୫୦୯
ହିମାଚଳ ପ୍ରଦେଶ : ୨୨୯
ଜାମ୍ମୁକାଶ୍ମୀର : ୧୨୬୮
ଝାରଖଣ୍ଡ : ୭୫୭
କର୍ଣ୍ଣାଟକ : ୯୪୬୧
କେରଳ : ୮୮୪
ମଧ୍ୟପ୍ରଦେଶ : ୨୪୮୮
ମହାରାଷ୍ଟ୍ର : ୩୮୭୧୭
ମଣିପୁର : ୭୮
ଓଡ଼ିଶା : ୯୪୦
ପଞ୍ଜାବ : ୩୬୭୯
ରାଜସ୍ଥାନ : ୧୫୭୪
ତାମିଲନାଡୁ : ୯୯୧୭
ତେଲେଙ୍ଗାନା : ୧୧୮୯
ତ୍ରିପୁରା : ୩୦୧
ଉତରାଖଣ୍ଡ : ୬୭୭
ଉତରପ୍ରଦେଶ : ୬୧୫୩
ପଶ୍ଚିମବଙ୍ଗ : ୫୩୧୮