କ୍ୟାଟେଗୋରୀ ‘ଏ’ରେ ବସ ଚଳାଚଳକୁ ଅନୁମତି : ବସ ଚଳାଚଳ ପାଇଁ ଆସିବ ଗାଇଡଲାଇନ

କ୍ୟାଟେଗୋରୀ ‘ଏ’ରେ ବସ ଚଳାଚଳକୁ ଅନୁମତି : ବସ ଚଳାଚଳ ପାଇଁ ଆସିବ ଗାଇଡଲାଇନ

 କ୍ୟାଟେଗୋରୀ ‘ଏ’ରେ ବସ ଚଳାଚଳକୁ ଅନୁମତି : ବସ ଚଳାଚଳ ପାଇଁ ଆସିବ ଗାଇଡଲାଇନ

ଭୁବନେଶ୍ୱର: କରୋନା ସଂକ୍ରମଣ ସମୟରେ ସରକାର ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଗତକାଲି ସରକାରଙ୍କ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗତକାଲି କ୍ୟାଟେଗୋରୀ ‘ଏ’ରେ ଥିବା ୨୦ଟି ଜିଲ୍ଲାଗୁଡ଼ିକରେ ବସ ଚଳାଚଳ ନେଇ ଅନୁମତି ପ୍ରଦାନ କରାଯାଇଛି । ତେବେ  ବସ ଚଳାଚଳ ନେଇ ଗାଇଡଲାଇନ ଆସିବ ବୋଲି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । 

ସେ କହିଛନ୍ତି ଯେ, ପରିବହନ ବିଭାଗ ପକ୍ଷରୁ ଆରଟିଓ ଓ ବସ ସଂଘକୁ ଗାଇଡଲାଇନ ଦିଆଯିବ ।  ବସିରେ ସିଟିଂ କାପାସିଟିରେ ଲୋକେ ବସିବେ । ବସରେ ଯାତ୍ରା ବେଳେ ମାସ୍କ ବାଧ୍ୟତାକୂଳକ କରାଯିବ ବୋଲି  ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।