ମେଦ କମାଏ ତରଭୁଜ ଜୁସ୍!

ମେଦ କମାଏ ତରଭୁଜ ଜୁସ୍!

ଏହି ଜୁସ୍‌ ପିଇଲେ ହେବେ ସ୍ଲିମ୍‌! 

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ । ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଛି । ତରଭୁଜ ଏସିଡିଟି ସମସ୍ୟାରୁ ମୁକ୍ତି ଦେବା ସହିତ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ । ଏହି ଜୁସ୍‌କୁ ନିୟମିତ ପିଇଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳେ । ଏଥିରେ ଥିବା ଭିଟାମିନ ଏ ଓ ସି ଶରୀରକୁ ସୁସ୍ଥ ରଖିଥାଏ । । ଏଥିରେ ଥିବା ଭିଟାମିନ ଏ ଆଖି ପାଇଁ ଲାଭଦାୟକ ହୋଇଥାଏ । ମଧୁମେହ ରୋଗ ପାଇଁ ଏହା ମହୋଷଧୀ ସଦୃଶ କାର୍ଯ୍ୟ କରେ । ଏଥିରେ ୩ରୁ ୬ ପ୍ରତିଶତ ପ୍ରୋଟିନ ରହିଥାଏ । ଏହା ମାଂସପେଶୀ ନିର୍ମାଣରେ ସହାୟତା କରେ ଏବଂ ଏହି ଜୁସ୍‌ ମେଦବହୁଳତା କମାଇବାରେ ସାହାଯ୍ୟ କରିଥାଏ ।