ବାଲୁକାକଳାରେ ମୋଦୀଙ୍କୁ ଶୁଭେଚ୍ଛା

ବାଲୁକାକଳାରେ ମୋଦୀଙ୍କୁ ଶୁଭେଚ୍ଛା

ମାଟିଦୀପରେବାଲୁକାକଳାନିର୍ମାଣକରିଭାରତରପ୍ରଧାନମନ୍ତ୍ରୀଙ୍କୁଶୁଭେଚ୍ଛାl ଭାରତରପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦିଙ୍କ୭୪ତମଜନ୍ମଦିନରେଶୁଭେଚ୍ଛାଜଣାଇଲେବାଲୁକାଶିଳ୍ପୀସୁଦର୍ଶନପଟ୍ଟନାୟକ।ପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦୀଜୀଙ୍କଜନ୍ମଦିନଅବସରରେଆନ୍ତର୍ଜାତୀୟବାଲୁକାଶିଳ୍ପୀପଦ୍ମଶ୍ରୀସୁଦର୍ଶନପଟ୍ଟନାୟକନୂଆଦିଲ୍ଲୀରଆଧୁନିକକଳାଜାତୀୟଗ୍ୟାଲେରୀରେପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦୀଙ୍କ2500 ଦୀପଓକଳସସ୍ଥାପନସହିତଏକବାଲୁକାମୂର୍ତ୍ତିନିର୍ମାଣକରିଛନ୍ତି।ଏହିବାଲୁକାକଳାରେମହାପ୍ରଭୁଜଗନ୍ନାଥଙ୍କଚିତ୍ରସହଭାରତରପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦିଙ୍କୁଶୁଭେଚ୍ଛାଜଣାଇଛନ୍ତିl ।