ଦୁଇଟି ଗାଡି ମୁହାଁ ମୁହିଁ ଧକ୍କା

ଦୁଇଟି ଗାଡି ମୁହାଁ ମୁହିଁ ଧକ୍କା

ଦୁଇଟି ଗାଡି ମୁହାଁ ମୁହିଁ ଧକ୍କା ହେବା ପରେ ରାସ୍ତା ରେ ପଲଟିଗଲା ସୌଭାଗ୍ୟବଶତଃ କେହି ଆହତ ନ ହୋଇଥିବା ବେଳେ ଗାଡି ଦୁଇଟି କିନ୍ତୁ ଭାଙ୍ଗି ଯାଇଚି ଦୁଇ ଟି ବ୍ରିଜ ଉପରେ କିଛି ସମୟ ଅଟକି ରହିବା ଯୋଗୁଁ ଟ୍ରାଫିକ୍ ଜାମ୍ ସ୍ଥିତି କୁ ନଜରରେ ରଖି ମର୍କତ ନଗର ଫେଜ ଦୁଇ ଥାନା ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ କାର କୁ ଥାନା କୁ ଅଟକ ରଖି ଉଭୟ ଗାଡି ଦୁଇଟିର କାଗଜ ପତ୍ର ଯାଞ୍ଚ ଆରମ୍ଭ ହୋଇଛି ।