କାହିଁକି ମିଳିଲା ପାଳିଆ ସେବାୟତଙ୍କୁନୋଟିସ

ସେବାୟତଙ୍କୁନୋଟିସ, କାରଣ ଜାଣିଲେ ଆପଣବି ହୋଇଜିବେ ଆଶ୍ଚର୍ଯ୍ୟ

କାହିଁକି ମିଳିଲା ପାଳିଆ ସେବାୟତଙ୍କୁନୋଟିସ

ନୀତି ବିଳମ୍ବ ପାଇଁ ଶ୍ରୀମନ୍ଦିର ପ୍ରଶାସନର ଗତକାଲି ଦ୍ୱାରଫିଟା ନୀତିରେ ବିଳମ୍ବ ହେତୁ ବଡଦ୍ୱାର ପ୍ରତିହାରୀ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନର କାରଣ ଦର୍ଶାଅ ନୋଟିସକୁ ସ୍ୱାଗତ କଲା ପ୍ରତିହାରୀ ନିଯୋଗ।ଶ୍ରୀମନ୍ଦିରରେ ଗତକାଲି ଦ୍ୱାରଫିଟା ୧୫ ମିନିଟ ନୀତି ବିଳମ୍ବକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରତିହାରୀ ସେବାୟତ ଶିବ ଶଙ୍କର ମହାପାତ୍ରଙ୍କୁ ନୋଟିସ ଦେଇଛନ୍ତି । ତେବେ ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ସ୍ୱାଗତଯୋଗ୍ୟ କହିଛନ୍ତି ନିଯୋଗର ସମ୍ପାଦକ ମାଧବ ମହାପାତ୍ର। ଏଥିରେ ନୀତିରେ ଶୃଙ୍ଖଳା ଆସିପାରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦଶ୍ୟ ମାଧବ ମହାପାତ୍ର।