ଆଉ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ

ଆଉ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ

ଆଉ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୨୭୧ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସମ୍ବଲପୁରରେ ୩୬, ସୁନ୍ଦରଗଡ଼ରେ ୩୪, ଅନୁଗୁଳରେ ୨୮, ବରଗଡ଼ରେ ୧୫, ଖୋର୍ଦ୍ଧାରେ ୧୩, ପୁରୀରେ ୧୩, ନୂଆପଡ଼ାରେ ୧୦, ଯାଜପୁରରେ ୯, ବାଲେଶ୍ୱରରେ ୮, କେନ୍ଦ୍ରାପଡ଼ାରେ ୮, ଝାରସୁଗୁଡ଼ାରେ ୭, ମୟୂରଭଞ୍ଜରେ ୭, ବଲାଙ୍ଗୀରରେ ୬, କୋରାପୁଟରେ ୫, କଟକରେ ୪, କେନ୍ଦୁଝରରେ ୪, ବୌଦ୍ଧରେ ୩, ଗଞ୍ଜାମରେ ୩, ଜଗତସିଂହପୁରରେ ୩, କନ୍ଧମାଳରେ ୩, ଢେଙ୍କାନାଳରେ ୨, ସୋନପୁରରେ ୨, ଭଦ୍ରକରେ ୧, ନୟାଗଡ଼ରେ ୧ ଓ ରାଜ୍ୟ ପୁଲରେ ୩ ଜଣ ସୁସ୍ଥ ହୋଇଛନ୍ତି ।