ଇଭିଏମ୍ ଭାଙ୍ଗିଲେ ନେତା

ଇଭିଏମ୍ ଭାଙ୍ଗିଲେ ନେତା

ଇଭିଏମ୍ ଭାଙ୍ଗିଲେ ନେତା
ହାଇଦ୍ରାବାଦ: ୨୦୧୯ ନିର୍ବାଚନ ପାଇଁ ୧୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଲୋକ ସଭା ଆସନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶର ୨୫ଟି ଓ ତେଲେଙ୍ଗାନାର ୧୭ଟି ଲୋକସଭା ଆସନ ପାଇଁ ମତଦାନ ହେଉଛି। ତେଲେଙ୍ଗାନାର ଅନନ୍ତପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବୁଥରେ ଜଣେ ପ୍ରାର୍ଥୀ ଇଭିଏମ ଭାଙ୍ଗି ଥିବାର ଖବର ଆସିଛି। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂମ୍ପୃକ୍ତ ପ୍ରାର୍ଥୀଙ୍କୁ ଗିରଫ କରିଛି।