ଏପି୍ରଲରୁ ବଢ଼ିପାରେ ବିଦୁ୍ୟତ ଦର

ଏପି୍ରଲରୁ ବଢ଼ିପାରେ ବିଦୁ୍ୟତ ଦର

ଏପି୍ରଲରୁ ବଢ଼ିପାରେ ବିଦୁ୍ୟତ ଦର
ଭୁବନେଶ୍ୱର: ୨୦୨୧-୨୨ ବର୍ଷର ବିଦୁ୍ୟତ ଦର ନିର୍ଦ୍ଧାରଣ ପାଇଁ ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ (ଓଇଆଇସି) ରେ ଶୁଣାଣି ଆରମ୍ଭ ହୋଇଛି । ଦୁଇ ବିଦୁ୍ୟତ ଉପôାଦନ ସଂସ୍ଥା ଓପିଜିସି ଓ ଓଏଚପିସି ଶୁଣାଣିରେ ଭାଗ ନେଇ ଟାରିଫ ବୃଦ୍ଧି ପାଇଁ ଦାବି କରିଥିବା ବେଳେ ଓଏଚପିସି ପାଖାପାଖି ୨ ଟଙ୍କା ୬୭ ପଇସା ଦାବି କରିଛି । ଓଏଚପିସି କହିଛି ଯେ, ଚଳିତ ବର୍ଷ ସେ ୫ ହଜାର ୬୧୯.୨୪ ମିଲିୟନ ୟୁନିଟ ବିଦୁ୍ୟତ ଉପôାଦନ କରିବ । ଏଥିଲାଗି ୫୩୫ କୋଟି ୮୪ ଲକ୍ଷ ଟଙ୍କା ଆବଶ୍ୟକ । ଏହାକୁ ଟାରିଫ ଆକାରରେ ଆଦାୟ କରିବା ପାଇଁ ଓଏଚପିସି ଯୁକ୍ତି ବାଢ଼ିଛି । ୟୁନିଟ ପିଛା ପାଖାପାଖି ୪ ପଇସା ବୃଦ୍ଧି ପାଇଁ ଦାବି କରିଛି ଓଏଚପିସି । ସେପଟେ ବିଦୁ୍ୟତ ଦର ବୃଦ୍ଧି ପ୍ରସ୍ତାବକୁ ବିରୋଧ କରିଛି ବିଦୁ୍ୟତ ଓଡ଼ିଶା ରାଜ୍ୟ ବିଦୁ୍ୟତ ଉପଭୋକ୍ତା ମହାସଂଘ ।