ଏମିତି ବନାନ୍ତୁ ଓଟ୍ସ ପ୍ୟାନକେକ୍

ଏମିତି ବନାନ୍ତୁ ଓଟ୍ସ ପ୍ୟାନକେକ୍

ଏମିତି ବନାନ୍ତୁ ଓଟ୍ସ ପ୍ୟାନକେକ୍
ଆଜିକାଲିର ବ୍ୟସ୍ଥବହୁଳ ଜୀବନରେ ସୁସ୍ଥ ରହିବା ନିହାତି ଆବଶ୍ୟକ । ଆଉ ସୁସ୍ଥ ରହିବା ପାଇଁ ଆବଶ୍ୟକ ହେଉଛି ସୁସ୍ଥ ଜୀବନଶୈଳୀ ଓ ସ୍ୟାସ୍ଥ୍ୟପ୍ରଦ ଖାଦ୍ୟ । ଯେମିତି କି ଓଟ୍ସ । ଏହା ହଜମ ହେବା ପାଇଁ ଏବଂ ପ୍ରସ୍ତୁତ ହେବା ପାଇଁ ଖୁବ ସମୟ ଦରକାର । ଆବଶ୍ୟକ ଉପକରଣ - ଓଟ୍ସ, ସୁଜି, ପାଣି, ପିଆଜ, ଲୁଣ, ଗାଜର, ବିଟ୍, କିଛି ଧନିଆ ପତ୍ର, ଲୁଣ ଓ ଘିଅ । ପ୍ରଣାଳୀ - ପ୍ରଥମେ ଗୋଟିଏ ଗ୍ରାଇଣ୍ଡର ଜାରରେ ସମସ୍ତ ସାମଗ୍ରୀକୁ ନିଅନ୍ତୁ । ଚିକଣ ହୋଇଯିବା ପରେ ଗୋଟିଏ ପାତ୍ରରେ କାଢି ଦିଅନ୍ତୁ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ଏବଂ ତାୱା ରେ ପିଠା ଭଳି ଛୋଟ ଛୋଟ କରି ବନାନ୍ତୁ । ପ୍ରସ୍ତୁତ ହୋଇଗଲେ ଚାରିପଟେ ଗୋଟେ ଚାମଚ ଘିଅ ବୁଲାଇଦିଅନ୍ତୁ । କିଛି ଗ୍ରୀନ ଚଟଣୀ ସହ ସର୍ଭ କରନ୍ତୁ ଓଟ୍ସ ପ୍ୟାନକେକ୍ ।