ଓଡିଶାରୁ ଗାର୍ଡ ଅଫ୍ ଅନର ଉଚ୍ଛେଦ

ଓଡିଶାରୁ ଗାର୍ଡ ଅଫ୍ ଅନର ଉଚ୍ଛେଦ

ଓଡିଶାରୁ ଗାର୍ଡ ଅଫ୍ ଅନର ଉଚ୍ଛେଦ
ଭୁବନେଶ୍ୱର:ରାଜ୍ୟରେ ଗାର୍ଡ ଅଫ୍ ଅନର ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି ରାଜ୍ୟ ସରକାର । ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଅଫିସରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ ନାହିଁ । କେବଳ ୩ଟି ଦିବସରେ ମୁଖ୍ୟ ଅତିଥିଙ୍କୁ ଗାର୍ଡ ଅଫ୍ ଅନର ମିଳିବ । ସାଧାରଣତନ୍ତ୍ର ଦିବସ , ସ୍ୱାଧୀନତା ଦିବସ , ଓ ଉକ୍ରଳ ଦିବସରେ ଗାର୍ଡ ଅଫ୍ ଅନର ଦିଆଯିବ । କିନ୍ତୁ ପୂର୍ବଭଳି ବିଶିଷ୍ଟ ବ୍ୟକ୍ତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ ଓ ହାଇକୋର୍ଟ ଜଜଙ୍କୁ ବି ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ।