ଓମପ୍ରକାଶଙ୍କୁ ମିଳିଲା ଆଗୁଆ ଜାମିନ

ଓମପ୍ରକାଶଙ୍କୁ ମିଳିଲା ଆଗୁଆ ଜାମିନ

ଓମପ୍ରକାଶଙ୍କୁ ମିଳିଲା ଆଗୁଆ ଜାମିନ
ଭୁବନେଶ୍ୱର: ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମପ୍ରକାଶ ମିଶ୍ରଙ୍କୁ ମିଳିଲା ଆଗୁଆ ଜାମିନ । ଇଭିଏମ ଭଙ୍ଗା ମାମଲାରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ପ୍ରକାଶଙ୍କ ଆଗୁଆ ଜାମିନ ନେଇ ସୂଚନା ଦେଇଛନ୍ତି ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ସୂଚନାଯୋଗ୍ୟଯେ, ଓମଙ୍କ ନାମରେ ଇଭିଏମ ଭଙ୍ଗାରୁଜା ନେଇ ମାମଲା ହୋଇଥିଲା । ପୁଲିସର ସ୍ବତନ୍ତ୍ର ଟିମ ତାଙ୍କୁ ଗିରଫ କରିବା ପାଇଁ ଖୋଜୁଥିଲା । ତେବେ ସେ ଫେରାର ଥିଲେ । ବିଭିନ୍ନ ଷ୍ଟେସନ ଓ ବିମାନବନ୍ଦରରେ ବି ତାଙ୍କର ଫଟୋ ଲଗାଯାଇଥିଲା । ପରେ ସେ ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ସେ ନିର୍ଦ୍ଦୋଷ ବୋଲି କହିଥିଲେ ।