ଚାଟ ଖାଇ ୧୧ ଅସୁସ୍ଥ

ଚାଟ ଖାଇ ୧୧ ଅସୁସ୍ଥ

ଚାଟ ଖାଇ ୧୧ ଅସୁସ୍ଥ
ଆନନ୍ଦପୁର: ଚାଟ ଖାଇ ୧୧ ଜଣ ଅସୁସ୍ଥ ହୋଇ ହୋଇ ପଡିଥିବା ଜଣା ପଡିଛିି । ସେମାନଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତି କରାଯାଇଛି । ଘସିପୁରା ଥାନା ନିକଟରେ ଥିବା ଏକ ଚାଟ ଦୋକାନରୁ ଖାଇ ଅସୁସ୍ଥ ହୋଇ ପଡିଥିଲେ । ଏପର୍ଯ୍ୟନ୍ତ ୧୧ଜଣଙ୍କ ଠିକଣା ଜଣା ପଡିନଥିବା ସୂଚନା ମିଳିଛି ।