ଜାଣନ୍ତୁ କିଏ କେଉଁଠି ପତକା ଉତ୍ତୋଳନ କରିବେ

ଜାଣନ୍ତୁ କିଏ କେଉଁଠି ପତକା ଉତ୍ତୋଳନ କରିବେ

ଜାଣନ୍ତୁ କିଏ କେଉଁଠି ପତକା ଉତ୍ତୋଳନ କରିବେ
ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କ ପତକା ଉତ୍ତୋଳନ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଭୁବନେଶ୍ୱରସ୍ଥ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତକା ଉତ୍ତୋଳନ କରିବେ । ତେବେ କେଉଁ ମନ୍ତ୍ରୀ କେଉଁଠି ପତକା ଉତ୍ତୋଳନ କରିବେ ଆସନ୍ତୁ ଜାଣିବା । ୧- କଟକ- ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨- ଅନୁଗୁଳ- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୩- ପୁରୀ- ପ୍ରଫୁଲ୍ଲ କୁମାର ମଲ୍ଲିକ ୪- କେନ୍ଦ୍ରାପଡ଼ା- ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୫- କଳାହାଣ୍ଡି- ପଦ୍ମନାଭ ବେହେରା ୬- ମୟୁରଭଞ୍ଜ- ପ୍ରତାପ ଜେନା ୭- ଢେଙ୍କାନାଳ- ଅରୁଣ ସାହୁ ୮- ସୁନ୍ଦରଗଡ଼-ସୁଦାମ ମାରାଣ୍ଡି ୯- କନ୍ଧମାଳ- ସୁଶାନ୍ତ ସିଂହ ୧୦- ବଲାଙ୍ଗିର- ନବ ଦାସ ୧୧- ନୟାଗଡ଼- ଟୁକୁନି ସାହୁ ୧୨- କେନ୍ଦୁଝର- ଜଗନ୍ନାଥ ସାରକା ୧୩- ସମ୍ବଲପୁର- ଦିବ୍ୟଶଙ୍କର ମିଶ୍ର ୧୪- ବାଲେଶ୍ୱର- ଅଶୋକ ପଣ୍ଡା ୧୫- ଯାଜପୁର- ସମୀରଞ୍ଜନ ଦାସ ୧୬- ନବରଙ୍ଗପୁର- ଜ୍ୟୋତିପ୍ରକାଶ ପାଣିଗ୍ରାହୀ ୧୭-କୋରାପୁଟ- ପ୍ରେମାନନ୍ଦ ନାୟକ ୧୮- ମାଲକାନଗିରି- ରଘୁନନ୍ଦନ ଦାସ ୧୯- ରାୟଗଡ଼ା- ପଦ୍ମିନୀ ଦିଆନ ୨୦- ଗଜପତି - ତୁଷାରକାନ୍ତି ବେହେରା ୨୧-ଭଦ୍ରକ- ରାଜସ୍ୱ ପର୍ଷଦ ସଭ୍ୟ ୨୨- ଖୋର୍ଦ୍ଧା- ଆରଡିସି ୨୩- ବ୍ରହ୍ମପୁର- ଆରଡିସି ୨୪- ରାଉରକେଲା- ଆରଡିସି ୨୫- ବରଗଡ଼- ଜିଲ୍ଲାପାଳ ୨୬- ବୌଦ୍ଧ- ଜିଲ୍ଲାପାଳ ୨୭- ଦେଓଗଡ଼- ଜିଲ୍ଲାପାଳ ୨୮- ଗଞ୍ଜମ- ଜିଲ୍ଲାପାଳ ୨୯-ଜଗତସିଂହପୁର- ଜିଲ୍ଲାପାଳ ୩୦-ଝାରସୁଗୁଡ଼ା- ଜିଲ୍ଲାପାଳ ୩୧-ନୂଆପଡ଼ା- ଜିଲ୍ଲାପାଳ ୩୨-ସମ୍ବଲପୁର- ଜିଲ୍ଲାପାଳ