ଥମୁନି ପିଲା ଚୋରି ଗୁଜବ

ଥମୁନି ପିଲା ଚୋରି ଗୁଜବ

ଥମୁନି ପିଲା ଚୋରି ଗୁଜବ
ଭୁବନେଶ୍ୱର:ପୁଣି ଥରେ ସୁନ୍ଦରଗଡ ଜିଲ୍ଲାରେ ପିଲା ଚୋରି ଗୁଜବ ଆରମ୍ଭ ହୋଇଛି । ଥମୁନି ପିଲା ଚୋରି ଗୁଜବ । ୨୪ ଘଂଟା ନପୁରୁଣୁ ପୁଣି ନୂଆଗାଁ ବ୍ଲକରେ ପିଲା ଚୋରି ଗୁଜବ ହୋଇଛି । ମେନମେନା ପଂଚାୟତରେ ପିଲା ଚୋର ଭାବି ଜଣେ ଯୁବକଙ୍କୁ ନିସ୍ତୁକ ଛେଚିଛନ୍ତି ଗ୍ରାମବାସୀ । ନିସ୍ତୁକ ଛେଚା ପରେ ଯୁବକଙ୍କୁ ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି । କାଲି କୋକେରମା ବଜାରରେ ପିଲା ଚୋରିକୁ ନେଇ ତୁମୁଳକାଣ୍ଡ ଘଟିଥିଲା । ଅଟକ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ନାକେଦମ ହୋଇଥିଲେ ।