ଦାର୍ଜିଲିଂରେ ୧୦ କିମି ଦୌଡ଼ିଲେ ମମତା

ଦାର୍ଜିଲିଂରେ ୧୦ କିମି ଦୌଡ଼ିଲେ ମମତା

ଦାର୍ଜିଲିଂରେ ୧୦ କିମି ଦୌଡ଼ିଲେ ମମତା
ଦାର୍ଜିଲିଂ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବରିଷ୍ଠ ଅମଲା, ପୁଲିସ ଅଧିକାରୀ ଏବଂ ସ୍ଥାନୀୟ ଟିଏମସି କର୍ମୀମାନଙ୍କ ସହ ଦାର୍ଜିଲିଂ ଜିଲ୍ଲାର କରୁରସେଙ୍ଗୁର ମହାନଦୀ ଅଞ୍ଚଳ ପର୍ଯ୍ୟନ୍ତ ୧୦ କିମି ଜଗିଂ କରିଛନ୍ତି । ପରିବେଶ ସୁରକ୍ଷା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଏହି ଜଗିଂର ଉଦେ୍ଧଶ୍ୟ ଥିଲା । ଇଣ୍ଟରନ୍ୟାସନାଲ ଡେ ଅଫଖ କ୍ଲାଇମେଟ୍ ଆକ୍ସନ୍’ ଅବସରରେ ମମତା ପରିବେଶ ସୁରକ୍ଷା ପାଇଁ ପ୍ରୋତ୍ସାହିତ କରିଥିଲେ ।