ଦୁଷ୍କର୍ମ ଅଭିଯୋଗରେ ଜଣେ ଅଟକ

ଦୁଷ୍କର୍ମ ଅଭିଯୋଗରେ ଜଣେ ଅଟକ

ଦୁଷ୍କର୍ମ ଅଭିଯୋଗରେ ଜଣେ ଅଟକ
ସମ୍ବଲପୁର : ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣକୁ ଅଟକ ରଖିଛି ପୋଲିସ । ସିଟି ରେଲୱେ ଷ୍ଟେସନ ଅଂଚଳରେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଟ୍ରେନ୍ ରେ ବାହାର ରାଜ୍ୟକୁ ଯିବାକୁ ଅପେକ୍ଷା କରିଥିବା ମହିଳା ଜଣଙ୍କ ଦୁଷ୍କର୍ମ ଶିକାର ହୋଇଥିଲେ । ଧନୁପାଲ୍ଲୀ ଥାନାରେ ଏତଲା ଭିତିରେ ଅଭିଯୁକ୍ତ ଜଣକୁ ଅଟକ ରଖା ଯାଇଛି ।