ଦେଶରେ ୬୨ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ରାଜ୍ୟରେ କେତେ

ଦେଶରେ ୬୨ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ରାଜ୍ୟରେ କେତେ

ଦେଶରେ ୬୨ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ରାଜ୍ୟରେ କେତେ
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୦ ହଜାର ୪୭୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ଲକ୍ଷ ୨୨ ହଜାର ୭୬୩ରେ ପହଞ୍ଚôଛି । ଦେଶରେ ଏବେ ୯ ଲକ୍ଷ ୪୦ ହଜାର ୪୪୨ ଜଣ ସକ୍ରିୟ ରୋଗୀ ଥିବାବେଳେ ୫୧ ଲକ୍ଷ ୮୭ ହଜାର ୮୨୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେଉଁ ରାଜ୍ୟରେ କେତେ ମାମଲା ରହିଛି ତାହାର ସାରାଣୀ ନିମ୍ନରେ ପ୍ରଦାନ କରାଗଲା । ଆନ୍ଧ୍ରପ୍ରଦେଶ : ୬୮୭୩୫୧ ଆସାମ : ୧୭୭୨୨୧ ବିହାର : ୧୮୧୨୮୫ ଛତିଶଗଡ଼ : ୧୧୦୬୫୫ ଦିଲ୍ଲୀ : ୨୭୬୩୨୫ ଗୋଆ : ୩୨୭୭୭ ଗୁଜୁରାଟ : ୧୩୫୮୪୨ ହରିୟାଣା : ୧୨୬୯୭୪ ହିମାଚଳ ପ୍ରଦେଶ : ୧୪୭୪୭ ଜାମ୍ମୁକାଶ୍ମୀର : ୭୪୦୯୫ ଝାରଖଣ୍ଡ : ୮୨୫୪୦ କର୍ଣ୍ଣାଟକ : ୫୯୨୯୧୧ କେରଳ : ୧୮୭୨୭୬ ମଧ୍ୟପ୍ରଦେଶ : ୧୨୬୦୪୩ ମହାରାଷ୍ଟ୍ର : ୧୩୬୬୧୨୯ ମଣିପୁର : ୧୦୭୪୬ ଓଡ଼ିଶା : ୨୧୫୬୭୬ ପଞ୍ଜାବ : ୧୧୨୪୬୦ ରାଜସ୍ଥାନ : ୧୩୩୧୧୯ ତାମିଲନାଡୁ : ୫୯୧୯୪୩ ତେଲେଙ୍ଗାନା : ୧୯୧୩୮୬ ତ୍ରିପୁରା : ୨୫୭୩୪ ଉତରାଖଣ୍ଡ : ୪୭୯୯୫ ଉତରପ୍ରଦେଶ : ୩୯୪୮୫୬ ପଶ୍ଚିମବଙ୍ଗ : ୨୫୩୭୬୮