ବହୁତ କମ ପୋଷ୍ଟର ଲାଗିଥିଲା , ଆଗକୁ ଗଳିକନ୍ଦିରେ ପୋଷ୍ଟର ଲଗାନ୍ତୁ : ଅପରାଜିତା

ବହୁତ କମ ପୋଷ୍ଟର ଲାଗିଥିଲା , ଆଗକୁ ଗଳିକନ୍ଦିରେ ପୋଷ୍ଟର ଲଗାନ୍ତୁ : ଅପରାଜିତା

ବହୁତ କମ ପୋଷ୍ଟର ଲାଗିଥିଲା , ଆଗକୁ  ଗଳିକନ୍ଦିରେ ପୋଷ୍ଟର ଲଗାନ୍ତୁ : ଅପରାଜିତା
ଭୁବନେଶ୍ୱର: ଏଥର ବହୁତ କମ ପୋଷ୍ଟର ଲାଗିଥିଲା । ଆଗକୁ ଗଳିକନ୍ଦିରେ ପୋଷ୍ଟର ଲଗାନ୍ତୁ । ଏଭଳି କହିଛନ୍ତି ବିଜେପି ସଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ନୂଆଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ନିଜର ପ୍ରତିକ୍ରିୟା ରଖି ଅପରାଜିତା ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ସଂସଦ ଅଧିବେଶନରେ ଥିଲି । ଯିଏ ନିଖୋଜ ପୋଷ୍ଟର ଲଗାଇଛନ୍ତି ତାଙ୍କୁ ଧନ୍ୟବାଦ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ପାଇଁ ମାର୍ଚ୍ଚ ୮ରୁ ଏପ୍ରିଲ ୮ ସଂସଦରେ ରହିବି । ସେଠାରେ ମୋତେ କହିବାକୁ ପଡ଼ିବ । ଏହା ମୋ ଦାୟିତ୍ୱ । ମାର୍ଚ୍ଚ ୮ରୁ ଏପ୍ରିଲ ୮ଯାଏ ପ୍ରତି ଗଳିରେ ପୋଷ୍ଟର ଲଗାନ୍ତୁ । ଏଥର ବହୁତ କମଥିଲା ବୋଲି ଅପରାଜିତା କହିଛନ୍ତି ।