ବିଜେଡିର NH ଅବରୋଧ

ବିଜେଡିର NH ଅବରୋଧ

ବିଜେଡିର NH ଅବରୋଧ
ଭୁବନେଶ୍ୱର:ଢେଙ୍କାନାଳ କଲେଜ ନିକଟରେ ଏନଏଚ୍ -୫୫ ଅବରୋଧ କରିଛି ବିଜେଡି । ଏନଏଚ୍-୫୫ ଓ ୫୩ର ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନିତ କରିବାକୁ ଦାବି କରାଯାଇଛି । ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ବିଜେଡି ଏନଏଚ୍ ଅବରୋଧ କରିଛି ।