ବିଜେଡିରୁ ଇସ୍ତଫା ଦେଲେ ରବି ପାଣି

ବିଜେଡିରୁ ଇସ୍ତଫା ଦେଲେ ରବି ପାଣି

ବିଜେଡିରୁ ଇସ୍ତଫା ଦେଲେ ରବି ପାଣି
ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ପାଲଲହଡା ପୂର୍ବତନ ବିଧାୟକ ରବିପାଣି । ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି । ଟିକେଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଛନ୍ତି ରବି । ଦଳ ଯେଉଁଭଳି ଚାଲିଛି ମୁଁ ଅସହାୟ ହୋଇ ଇସ୍ତଫା ଦେଲି ବୋଲି ସେ କହିଛନ୍ତି । ପ୍ରକାଶ ଯେ, ଶ୍ରୀ ପାଣି ଝାରସୁଗୁଡ଼ା ଓ ସମ୍ବଲପୁରର ବିଜେଡି ପର୍ୟ୍ୟବେକ୍ଷକ ଥିଲେ । ସେ ୨୦୦୯ରୁ ୨୦୧୪ ପର୍ୟ୍ୟନ୍ତ ପାଲଲହଡ଼ାର ବିଧାୟକ ଥିଲେ ।