ଭାରତର ଶକ୍ତି ବଢାଇବ ଆମେରିକା

ଭାରତର ଶକ୍ତି ବଢାଇବ ଆମେରିକା

ଭାରତର ଶକ୍ତି ବଢାଇବ ଆମେରିକା
ନୂଆଦିଲ୍ଲୀ: ପୂର୍ବତନ ସରକାରର ରକ୍ଷା ମନ୍ତ୍ରାଳୟ ଆମେରିକା ଠାରୁ ନ୍ୟାସନାଲ ଆଡଭାଂସ ସରଫେସ ଏୟାର ମିସାଇଲ ସିଷ୍ଟମ (ଏନଏଏସଏଏମଏସ ୨) କିଣିବା ଆରମ୍ଭ ପ୍ରକ୍ରିୟା କରିଥିଲେ । ମୋଦି ସରକାରର ଦ୍ୱିତୀୟ ପାଳିରେ ଆମେରିକା ଦୁଇ ମାସ ଭିତରରେ ମୋହର ମାରିବାର ସମ୍ଭାବନା ରହିଛି । ସିଷ୍ଟମ କିଣିବାକୁ ପାଖାପାଖି ୬୦୦୦ କୋଟି ଟଙ୍କାର ପ୍ରସ୍ଥାବ ହୋଇଥିଲା । ଏହି ସିଷ୍ଟମ ୫୫ କିମିରୁ ୧୮୦ କିମି ଉଚ୍ଚ ପର୍ଯ୍ୟନ୍ତ ଉଡୁଥିବା ଏୟାରକ୍ରାଫ୍ଟ, ଡ୍ରୋନ ବା ମିଶାଇଲକୁ ଅକାମି କରିଦେବାର କ୍ଷମତା ରହିଛି । ଭାରତୀୟ ଏୟାର ଫୋର୍ସ ସୁରକ୍ଷା ଭାବେ କାମ କରିବ ଏହି ସିଷ୍ଟମ ।